ୱେବସିରିଜ ରେ ଡେବ୍ୟୁ କରିବେ ଅଭିନେତ୍ରୀ ସମନ୍ଥ ଅକ୍କିନେନି

128

ଦକ୍ଷିଣ ଭାରତୀୟ ସିନେମା ଜଗତ ର ଚର୍ଚ୍ଚିତ ଚେହେରା ହେଲେ ସମନ୍ଥ ଅକ୍କିନେନି | ସେ ଆମଜୋନ ପ୍ରାଇମି ଭିଡିଓ ର ଆକ୍ସନ ଥ୍ରୀଲର ୱେବସିରିଜ ଦି ଫ୍ୟାମିଲି ମ୍ୟାନ ର ସେକେଣ୍ଡ ସିଜିନ୍ରୁ ଡେବ୍ୟୁ କରିବାକୁ ଯାଉଛନ୍ତି | ସେଥିରେ ତାଙ୍କ ବିପକ୍ଷରେ ଅଭିନେତା ମନୋଜ ବାଜପେୟୀ ଅଭିନୟ କରିବେ | ଏହି ଡେବ୍ୟୁ ଙ୍କୁ ନେଇ ବହୁତ ଉତ୍ସାହିତ ଅଛନ୍ତି ସମନ୍ଥ |