ରିୟା ଜେଲ ରୁ ମୁକୁଳିଲେ

163

କଟକ (ଉତ୍କଳ ନ୍ୟୁଜ) ଡ୍ରଗ୍ସ ଲିଙ୍କ କାରବାରରେ ଗିରଫ ହୋପିଥିବା ଅଭିନେତ୍ରୀ ରିୟା ଚତ୍ରବର୍ତ୍ତୀ ଶେଷରେ ଜେଲ୍ରୁ ମୁକୁଳିଲେ | ତାଙ୍କୁ ସେପ୍ଟେମ୍ବର ୮ ତାରିଖ ରେ ଏ ନ ସିବି ଟିମ ଗିରଫ କରିଥିଲା | ତାଙ୍କ ଜାମିନ ଆବେଦନ ଖାରଜ ହେବାରୁ ରିୟାଙ୍କୁ ବାଇକୁଲା ଜେଲ କୁ ପଠାଇ ଦିଆଯାଇଥିଲା | ସେଠାରେ ସେ ୨୮ ଦିନ ରହିବ ପରେ ଆଜି ବମ୍ବେ ହାଇକୋର୍ଟ ତାଙ୍କୁ ଜାମିନ ଦେଇଛନ୍ତି | ଜାମିନ ମିଳିବ ପରେ ରିୟା ଆଜି ଅପରାହ୍ନ ରେ ବାଇକୁଲା ଜେଲ ରୁ ସିଧା ତାଙ୍କ ବାସଭବନ କୁ ଚାଲି ଯାଇଥିଲେ |