ଅଭିନେତା ଅଜୟ ଦେବଗନ ଭାଇଙ୍କ ଦେହାନ୍ତ

176

କଟକ (ଉତ୍କଳ ନ୍ୟୁଜ) ବଲିଉଡ ସୁପରଷ୍ଟାର ଅଜୟ ଦେବଗନ ଙ୍କ ଭାଇ ଅନିଲ ଦେବଗନ ଙ୍କ ପରଲୋକ ଘଟିଛି | ଗତକାଲି ତାଙ୍କର ପରଲୋକ ହୋଇଥିବା ନିଜେ ଅଜ୍ଞ ଗଣମାଧ୍ୟମ କୁ ଏହି ଦୁଖଦଃ ସମ୍ବାଦ ସମସ୍ତଙ୍କୁ ଜଣାଇଛନ୍ତି | ସେ ଟୁଇଟ କରି କହିଛନ୍ତି ଯେ ତାଙ୍କ ଭାଇ ଅନିଲ ଏହି ଦୁନିଆ ଛାଡି ଚାଲିଯାଇଛନ୍ତି | କାରଣ ଭାଇରସ ଯୋଗୁ କୌଣସି ବ୍ୟକ୍ତିଗତ ଶୋକସଭା ଆୟୋଜନ ହୋଇନାହିଁ | ପ୍ରକାଶ ଥାଉକି, ରେ ରିଲିଜ ହୋଇଥିବା ଫିଲ୍ମ ଜିତ ରୁ ଅନିଲ କ୍ୟାରିୟର ଆରମ୍ଭ କରିଥିଲେ | ସେଥିରେ ସେ ଆସିଷ୍ଟାଣ୍ଡ ଡିରେକ୍ଟର ଭାବେ କାମ ଆରମ୍ଭ କରିଥିଲେ |