ଅଭିନେତ୍ରୀ ତମନ୍ନା ଭାଟ୍ଟିଆ ଙ୍କୁ କରୋନା

159

କଟକ (ଉତ୍କଳ ନ୍ୟୁଜ) ବଲିଉଡ ଓ ତେଲୁଗୁ ଫିଲ୍ମ ଇଣ୍ଡଷ୍ଟ୍ରି ର ଆଗଧାଡିର ଅଭିନେତ୍ରୀ ତମନ୍ନା ଏବେ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି | ସେ ବେଙ୍ଗାଳୁରୁ ସ୍ଥିତ ଏକ ଘରୋଇ ହସ୍ପିଟାଲ ରେ ଭର୍ତ୍ତି ହୋଇଛନ୍ତି | ସୂଚନା ଅନୁସାରେ , ସେ ନିକଟରେ ହାଇଦ୍ରାବାଦ ରେ ଏକ ୱେବ ସିରିଜ ପାଇଁ ସୁଟିଂ କରୁଥିବାବେଳେ ତାଙ୍କ ଦେହରେ କରୋନା ଲକ୍ଷଣ ଚିହ୍ନଟ ହୋଇଥିଲା | ଏହାପରେ ସେ ନିଜର କରୋନା ଟେଷ୍ଟ କରାଇଥିଲେ ତାପରେ ସେ ପଜିଟିଭ ବାହାରିଥିଲେ |