ବୋଲିଉଡ଼ ଡେବ୍ୟୁ କରିବେ ତେଲୁଗୁ ସୁପର ଷ୍ଟାର ବିଜୟ ଦେବରକୋଣ୍ଡା !

123

କଟକ (ଉତ୍କଳ ନ୍ୟୁଜ) ଯଲିଉଡ଼ ର ସୁପର ଷ୍ଟାର ବିଜୟ ଏବେ ବୋଲିଉଡ଼ ରେ ଭାଗ୍ୟ ପରୀକ୍ଷା କରିବାକୁ ଯାଉଛନ୍ତି | ତାଙ୍କୁ ଅଭିଷେକ କପୁର ଙ୍କ ଅପକମିଙ୍ଗ ପ୍ରୋଜେକ୍ଟରେ ଦେଖିବାକୁ ମିଳିପାରେ | ଫିଲ୍ମଟିର କାହାଣୀ ୨୦୧୯ ବାଲାକୋଟ ଏୟାରଷ୍ଟ୍ରାଇକ ଉପରେ ପର୍ଯ୍ୟବସିତ ହେବ |ବିଜୟ ସେଥିରେ ଉଇଙ୍ଗ କମାଣ୍ଡର ଅଭିନନ୍ଦନ ଙ୍କ ଵହମିକାରେ ନଜର ଆସିବେ | ଏ ସମ୍ପର୍କ ରେ ଜଣେ ଘନିଷ୍ଠ ସୂତ୍ର କହିଛନ୍ତିଯେ ବିଜୟ ଙ୍କୁ ଏହି ଫିଲ୍ମ ର ଅଫର ମିଳିବ ପରେ ସେ ଖୁବ ଉତ୍ସାହିତ ଅଛନ୍ତି |