କେଜିଏଫ-୨ ର ସୁଟିଂ ଆରମ୍ଭ ହୋଇଯାଇଛି

152

କଟକ (ଉତ୍କଳ ନିଉଜ଼) କେଜିଏଫ ଫିଲ୍ମ ର ସିକୁଏଲ କେଜିଏଫ ୨ ର ସୁଟିଂ ପୁଣି ଆରମ୍ଭ ହୋଇଯାଇଛି | ଏହି ଫିଲ୍ମର ପ୍ରଥମ ଭାଗ ବହୁତ ସଫଳତା ହାସଲ କରିଥିଲା | ଏହି ଫିଲ୍ମ ରେ ଅଭିନେତା ୟଶ ନିଖୁଣ ଅଭିନୟ କରିଥିଲା | ଏହି ସିକୁ ଏଲ ରେ ଅଭିନେତା ପ୍ରକାଶ ରାଜ ଙ୍କୁ ଦେଖିବାକୁ ମିଳିବ | ଏଥିରେ ତାଙ୍କର ପ୍ରମୁଖ ଭୂମିକା ଦେଖିବାକୁ ମିଳିବ | ଫିଲ୍ମରେ ୟଶ ଙ୍କ ବ୍ୟତୀତ ଶ୍ରୀନିଧି ସେଟ୍ଟୀ, ସଞ୍ଜୟ ଦତ୍ତ, ଓ ରବୀନ ଟଣ୍ଡନ ଅଭିନୟ କରିଛନ୍ତି | ଫିଲ୍ମଟି ଆସନ୍ତା ଅକ୍ଟୋବର ରେ ରିଲିଜ ହେବା ର ଅଛି |