ଅଭିନେତା ରଣଦୀପ ହୁଡ୍ଡା ଭର୍ତ୍ତି ହେଲେ ହସ୍ପିଟାଲରେ

151

କଟକ (ଉତ୍କଳ ନିଉଜ଼) ଅଭିନେତା ରଣଦୀପ ହୁଡ୍ଡା ଙ୍କୁ ହସ୍ପିଟାଲ ରେ ଭର୍ତ୍ତି କରାଯାଇଛି | ତାଙ୍କର ଗୋଟିଏ ବଡ଼ ସର୍ଜରୀ ହେବାର ଅଛି | ରଣଦୀପ ହୁଡ୍ଡା ବହୁତ ଫିଲ୍ମ ରେ ଅଭିନୟ କରିଛନ୍ତି | ହୁଡ୍ଡା ଙ୍କ ଜଣେ ଘନିଷ୍ଠ ବନ୍ଧୁ ଖୁଲାସା କରିଥିଲେ ଯେ ସେ ହସ୍ପିଟାଲରେ ଆଡମିଟ ହୋଇଛନ୍ତି | କାରଣ ତାଙ୍କର ଏକ ବଡ଼ ସର୍ଜରୀ ହେବ, ହେଲେ ସର୍ଜରୀ କେଉଁ ଜିନିଷ ର ହେବ ତାହା ଏ ପର୍ଯ୍ୟନ୍ତ ଜଣ ପଡି ପାରିନାହିଁ | ହସ୍ପିଟାଲ ରେ ଭର୍ତ୍ତି ହେବା ପରେ ତାଙ୍କ ପ୍ରଶଂସକ ମାନେ ଚିନ୍ତା ରେ ପଡି ଯାଇଥିଲେ | କିନ୍ତୁ ବ୍ରିଚ କ୍ୟାଣ୍ଡି ହସ୍ପିଟାଲ୍ର ଜଣେ ଅଧିକାରୀ କହିଛନ୍ତି ଯେ ହୁଡ୍ଡା ଏବେ ସୁସ୍ଥ ଅଛନ୍ତି |