ନିଶାଦ୍ରବ୍ୟ କାରବାର, ଜଣେ ଗିରଫ |

21

କଟକ ( ଉତ୍କଳ ନ୍ୟୁଜ ) ୧୩-୧୧-୨୬ : ଚୋରା ନିଶାଦ୍ରବ୍ୟ କାରବାର ବେଳେ ଜଣେ ବେପାରୀକୁ ଗୁରୁବାର ଗିରଫ କରିଛି ଜିଲା ଅବକାରୀ ବିଭାଗ । ସେ ସାନହିଂସାର ଗୟା ରାଉତ(୨୦) । ତା ପାଖରୁ ୧୪୭ଗ୍ରାମ ଓଜନର ବ୍ରାଉନସୁଗଟ ସୁଗର ଜବତ କରାଯାଇଛି। ତାକୁ କୋର୍ଟଚାଲାଣ କରାଯାଇଛି ଆଜି ପୂର୍ବାହ୍ନରେ ଗୟା ନିଶାଦ୍ରବ୍ୟ ଧରି ଏକ ସ୍କୁଟିରେ କାଜି ପାଟଣା କୁଆଖାଇ ନଦୀ ପାଖକୁ ଆସିଥିଲା। ଏହି ସୂଚନା ପାଇବା ପରେ ଅବକାର ଅବକାରୀ ଟିମ ସେଠାରେ ଚଢ଼ଉ କରିଥିଲା। ତଲାସି ବେଳେ ତା ପାଖରୁ ବ୍ରାଉନସ ନସୁଗର ଦେବା ମିଳିଥିଲା ।ନିଶାଦ୍ରବ୍ୟ ସହ ସ୍ଫୁଟିକୁ ଜବତ କରାଯାଇଛି। କଟକ ଜିଲ୍ଲାରୁ ଉମା ଶଙ୍କର ଭଞ୍ଜ ଙ୍କ ରିପୋର୍ଟ ଉତ୍କଳ ନ୍ୟୁଜ. |