କଟକ (ଉତ୍କଳ ନ୍ୟୁଜ) ୪/୧୧/୨୬ : ପଦ୍ମପୁର କୋଠବାଡ ଗ୍ରାମ ରେ ବେଆଇନ ବାଣ ମହଜୂତ କରିଥିବା ଖବର ପାଇ ଜଗତପୁର ପୁଲିସ ପକ୍ଷ ସେଠାରେ ଚଢ଼ଉ କରିଥିଲେ | ଘଟଣାସ୍ଥଳ ରୁ ପ୍ରଚୁର ପରିମାଣ ରେ ବାଣ ଓ ବ୍ୟବହୃତ ସାମଗ୍ରୀ ଜବତ କରାଯାଇଛି | ଖବର ମୁତାବକ , କୋଠବାଡ ଗ୍ରାମ ରେ ବେଆଇନ ଭାବେ ବାଣ ପ୍ରସ୍ତୁତ ସହ ମହଜୁଦ ଥିବା ସମ୍ପର୍କ ରେ ଖବର ପାଇ ଜଗତପୁର ପୁଲିସ ପକ୍ଷ ରୁ ଚଢ଼ଉ କରାଯାଇଥିଲା | ବେଳେ ପୁଲିସ କାହାକୁ ଗିରଫ କରିନଥିବା ବେଳେ ଏକ ମାମଲା ରୁଜୁ କରି ତଦନ୍ତ ଚଳାଇଛି | ଉତ୍କଳ ନ୍ୟୁଜ