ମହିଳା ଙ୍କୁ ପେଟ୍ରୋଲ ଢାଳି ପୋଡି ମାରିବାକୁ ଉଦ୍ୟମ ର ଗ୍ରାମ ବାସି ଙ୍କ ଅଭିଯୋଗ |

416

ଟାଙ୍ଗି ଥାନା ଅନ୍ତର୍ଗତ ଗୋବିନ୍ଦପୁର ପଂଚାୟତ ର ଗୋକୁଳପୁର ଗ୍ରାମ ର ହରିଜନ ସହି ରେ ଅଭାବନୀୟ ଘଟଣା ଘଟିଛି |ଘରୋଇ କଳହ କୁ ନେଇ ସାନ ଭାଇ ର ସ୍ତ୍ରୀ କୁ ପେଟ୍ରୋଲ ଢାଳି ପୋଡି ମାରିଦେବାକୁ ତାର ବଡ ଭାଇ ଉଦ୍ୟମ କରିଥିବା ଅଭିଯୋଗ କରୁଛନ୍ତି ଗ୍ରାମ ବାସି |ମହିଳା ଜଳୁ ଥିବା ଅବସ୍ଥାରେ ତାର ଚିତ୍କାର ଶୁଣି ଗ୍ରାମ ବାସି ଦୌଡ଼ି ଆସିଥିଲେ |ଟାଙ୍ଗି ଥାନା କୁ ଖବର ଦେବା ସହ ୧୦୮ ଆମ୍ବୁଲାନ୍ସ କୁ ଡକେଇ ଥିଲେ | ପରେ ଟାଙ୍ଗି ଥାନା ପୋଲିସ ଘଟଣା ସ୍ଥଳରେ ପହଂଚି ଥିଲା |ଗୁରୁତର ଭାବରେ ପୋଡ଼ିଯାଇଥିବା ମହିଳା ଙ୍କୁ ୧୦୮ ଆମ୍ବୁଲାନ୍ସ ଯୋଗେ କଟକ ବଡ ମେଡିକାଲ କୁ ପାଠ ଯାଇଛି |ପୋଲିସ ଘଟଣା ର ତଦନ୍ତ ଜାରି ରଖିଛି |