ବଲିଉଡ଼ ମେଗାଷ୍ଟାର ଅମିତାଭ ବଚନ କରୋନା ଆକ୍ରାନ୍ତ ।

250

କଟକ (ଉତ୍କଳ ନିଉଜ୍ ) , ଚଳଚିତ୍ର ଜଗତର ପିତାମହ ଭୀଷ୍ମ କୁହାଯାଉଥିବା ବିଗ ବି ଅମିତାଭ ବଚନ କରୋନା ଆକ୍ରାନ୍ତ ହୋଇଥିବା କଥା ନିଜେ ଟ୍ୱିଟ କରି ଜଣାଇଛନ୍ତି । କରୋନା ଚିହ୍ନଟ ପରେ ତାଙ୍କୁ ମୁମ୍ବାଇ ସ୍ଥିତ ନାନାବତୀ ହସ୍ପିଟାଲ ରେ ଭର୍ତ୍ତି କରାଯାଇଛି ।ଅମିତାଭଙ୍କ ସ୍ୱାସ୍ଥ୍ୟବସ୍ଥା ସ୍ଥିର ରହିଛି ।ବିଗ ବି ଙ୍କୁ କରୋନା କଥା ଶୁଣି ଚଳଚିତ୍ର ଜଗତ ସହ ଦେଶ ଓ ସାରା ବିଶ୍ୱରେ ଥିବା ତାଙ୍କ ପ୍ରଶଂସକ ମାନେ ହତବାକ ହୋଇଯାଇଛନ୍ତି ।