ଜାତିସଂଘର ନୀତି ଅଧିକାରୀ ହେଲେ ଓଡ଼ିଆ ପୁରୀ ଝିଅ ବୈଶାଳୀ |

219

ପୁରୀ , ପୁଣି ବିଶ୍ୱ ଦରବାରରେ ଚମକିଲେ ଓଡ଼ିଆ ଝିଅ | ଓଡ଼ିଆ ଝିଅ ବୈଶାଳୀ ମହାନ୍ତି ଙ୍କୁ ଜାତିସଂଘର ନୀତି ଅଧିକାରୀ ଭାବେ ଦାଇତ୍ୱ ମିଳିଛି | ପୂର୍ବତନ ମୁଖ୍ୟମନ୍ତ୍ରୀ ରାଧା ଗୋବିନ୍ଦ ମହାନ୍ତି ଓ ମହିଳା ସାମାଜିକ କର୍ମୀ ତଥା ଲେଖିକା ମାନସୀ ପ୍ରଧାନ ଙ୍କ ଝିଅ ବୈଶାଳୀ ଙ୍କ ଜନ୍ମ ପୁରୀ ରେ ଗତ ୧ ତାରିଖ ରେ ସେ ଦାଇତ୍ୱ ଗ୍ରହଣ କରିଛନ୍ତି |ସେ ୨୦୧୬ ରେ ବିଖ୍ୟାତ OXFORD UNIVERSITY ରୁ ମାଷ୍ଟ୍ର ଡ଼ିଗ୍ରୀ ହାସଲ କରିଥିଲେ ଏହା ପରେ ସେ ୟୁଏନ ସିଭିଲ ସେଭିସ ରେ ଯୋଗ ଦେଇଥିଲେ | ବୈଶାଳୀ ୟୁଏନ ରେ ୨୦୧୮ ମସିହାରେ ଓ.ଆଇ.ଏମ ଅଧିକାରୀ ଭାବେ ରୋହିଜ୍ଞାଙ୍କ ପାଇଁ କାମ କରୁଥିଲେ | ପୁରୀରୁ ଶଙ୍କର ଗୁରୁ ଙ୍କ ରିପୋର୍ଟ ଉତ୍କଳ ନିଉଜ଼ |