୨୪ ଘଂଟାରେ ୧୯୯୦୬ ଆକ୍ରାନ୍ତ ,୪୧୦ ମୃତ :

161

ଦେଶରେ ଗତ ୨୪ ଘଣ୍ଟା ମଧ୍ୟରେ ୧୮୫୫୨ ଟି ନୂଆ କରୋନା ମାମଲା ସାମ୍ନା କୁ ଆସିଛି |ଏହା ସହିତ କରୋନା ରୋଗୀଙ୍କ ସଂଖ୍ୟା ୫,୨୮,୫୮୯ କୁ ବୃଦ୍ଧି ପାଇଛି |ଶନିବାର ସକାଳେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଦ୍ୱାରା ପ୍ରକାଶିତ ତଥ୍ୟ ଅନୁଯାୟୀ ,ଦେଶରେ ବର୍ତମାନ ୨୦୩୦୫୧ ସକ୍ରିୟ ରୋଗୀ ଅଛନ୍ତି |ଏଥିସହିତ ବର୍ତମାନ ସୁଦ୍ଧା ୧୬୦୯୫ ମୃତ୍ୟୁବରଣ କରିଛନ୍ତି |ଦେଶରେ ମୋଟ ୩୦୯୭୨୩ ରୋଗୀ ସୁସ୍ଥ ହୋଇ ସାରିଥିବା ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ପ୍ରକାଶ କରାଯାଇଛି |