ଚୌଦ୍ବାର କଟକ ବିଧାୟକ ସୌଭିକ୍ ବିଶ୍ଵାଳ ଙ୍କୁ ଆଉ ଥରେ ଟିକେଟ ଦେଇଥିବାରୁ ମୁଖ୍ୟମନ୍ତ୍ରୀ ଙ୍କୁ ଧନ୍ୟବାଦ୍ ଜ୍ଞାପନ କଲେ ଚୌଦ୍ବାର କଟକ ବିଜୁ ଛାତ୍ର ଜନତା ଦଳ |

328

କଟକ (ଉତ୍କଳ ନ୍ୟୁଜ ) ୨୭-୦୩-୨୦୨୪ : ଚୌଦ୍ବାର କଟକ ବିଧାୟକ ଭାବେ ଆଉ ଥରେ ଆସ୍ଥା ପ୍ରକଟ କରି ସୌଭିକ୍ ବିଶ୍ଵାଳ ଙ୍କୁ ଆଉ ଥରେ ଟିକେଟ ଦେଇଥିବାରୁ ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କୁ ଧନ୍ୟବାଦ୍ ଜ୍ଞାପନ କଲେ ଚୌଦ୍ବାର କଟକ ବିଜୁ ଛାତ୍ର ଜନତା ଦଳ | ଶତାଧିକ ଛାତ୍ର ଏବଂ ବିଭିନ୍ନ କଲେଜ୍ ର କ୍ୟାମ୍ପସ କମିଟି କଲେଜ୍ ଛକ ଠାରେ ଏକାଠି ହୋଇ ବାଣ ଫୁଟାଇ , ମିଠା ବଣ୍ଟନ କରିଥିଲେ | ଏହି କାର୍ଯ୍ୟକ୍ରମ ରେ ବିଜୁ ଛାତ୍ର ଜନତା ଦଳର କଟକ ଜିଲ୍ଲା କାର୍ଯ୍ୟକାରୀ ସଭାପତି ସିଦ୍ଧାର୍ଥ କୁମାର ନାୟକ, ଚୌଦ୍ବାର କଟକ ଛାତ୍ର ସଭାପତି ଅଚ୍ୟୁତ ଘୋଷ, ରାଜ୍ୟ ଉପ ସଭାପତି ଭବାନୀ ଶଙ୍କର ଦାସ, ରାଜ୍ୟ ସମ୍ପାଦକ ଚନ୍ଦ୍ରକାନ୍ତ ସାହୁ, ଜିଲ୍ଲା ଉପ ସଭାପତି ଅଜୁ ପାତ୍ର,ବିଶ୍ୱଜିତ ସାମଲ, ସମ୍ପଦ ମହାପାତ୍ର, ଗଣେଶ ଜେନା, ରବିନାରାୟଣ ସୁତାର,ଅରୁଣ ପ୍ରଧାନ, ପ୍ରେମ୍ ମହାନ୍ତି, ବିଶ୍ଵ ରଞ୍ଜନ ରାଉତ, ଏମ. ଡି. ସଦାମ୍. , ରାଜେଶ ସାହୁ, ସଞ୍ଜୀବ ପାତ୍ର, ଅଭିଜିତ ପାତ୍ର, ଅମିୟ ଓଝାଲୋକ ନାଥ ଘୋଷ, ବବଲୁ ଜେଠି,ଶୁଭମ୍ ପ୍ରିୟଦର୍ଶୀ, ସୂର୍ଯ ସାହୁ,ରାହୁଲ ମହାର,ରାମ ଚନ୍ଦ୍ର ସାହୁ, ଆୟୁଷ୍ମାନ ସାହୁ, ପୀୟୂଷ ସାହୁ ଆଦି ଯୋଗ ଦେଇଥିଲେ |