ନାବାଳିକାକୁ ଗଣ ବଳାତ୍କାର ଅଭିଯୋଗ ଦୁଇ ଗିରଫ :

166

ନାବାଳିକାକୁ ଗଣ ବଳାତ୍କାର ଅଭିଯୋଗ ଦୁଇ ଗିରଫ : ଗତ ରବିବାର ଦିନ ସଂନ୍ଧ୍ୟାରେ ଜଣେ ନାବାଳିକା କୁ ଗଣ ବଳତ୍କାର କରିଥିବା ଅଭିଯୋଗ ହେବା ଜଣା ଯାଇଛି । ଘଟଣା ସମ୍ପର୍କରେ ଅବଗତ ଅଛି ଯେ ରାଜଗଙ୍ଗାପୁର ଥାନା ଅନ୍ତର୍ଗତ କୁକୁଡା ଗ୍ରାମ ର ନାବାଳିକା ଯିଏ କି ତାର ବାପା ମା ନଥିବା ଯୋଗୁଁ ତାର ପିଉସୀ ପାଖରେ ରହି ଆସୁଛି ବୋଲି ଜଣା ପଡ଼ୁଥିଲା ଉକ୍ତ ନାବାଳିକା ଗତ ୭/୬/୨୦/ରେ ସଂନ୍ଦ୍ୟା ରେ ତାର ସାଙ୍ଗକୁ ଭେଟିବା କୁ ରାସ୍ତା ପାଖରେ ଥିବା ବ୍ରିଜଉପରେ ବସି ଥିବା ବେଳେ କୁକୁଡ଼ା ଗ୍ରାମର ଅଜୟ ଟପ୍ପୋ (୨୫)ଏବଂ ହାତୀବୁଦାଗ୍ରାମର ଜିତେନ୍ଦ୍ରବାର୍ଳା(୨୩)ଦୁଇ ଜଣ ଏକ ମଟର ସାଇକେଲ ରେ ଆସି ଉକ୍ତ ନାବାଳିକା କୁ ଜୋର ଜବରଦସ୍ତ ଉଠାଇ ନିକଟରେ ଥିବା ଜଙ୍ଗଲିଆ ସ୍ଥାନ କୁ ଉଠାଇ ନେଇ ଜୋର ଜବଦସ୍ତ ତାହା ସହ ଦୁଇଘଣ୍ଟାଦୃଷ୍କର୍ମ କରିବା ପରେ ନାବାଳିକା କୁ ମୋଟର ସାଇକେଲ ରେ ଆଣି ତାର ଗ୍ରାମ ନିକଟରେ ଛାଡ଼ି ଏହି କଥା କାହାକୁ କହିଲେ ତତେ ଜୀବନ ମାରି ଦେବାକୁ ଧମକ ଦେଇଥିଲେ ନା ବାଳିକା ତାହାସହ ହୋଇଥିବା ଘଟଣା ସମ୍ପର୍କରେ ଘରେ ଜଣାଇ ବା ପରେ ତାର ପିଉସୀ ଗ୍ରାମର ନିଜ ଲୋକଙ୍କୁ କହିବା ପରେ ଥାନାରେ ଜଣାଇବା ପାଇଁ ଆସିବା ବେଳେ ଅଜୟର ଭାଇ ମାନେ ଥାନାକୁ ଗଲେ ତୁମ ସମସ୍ତ ଙ୍କୁ ଜୀବନ ରେ ମାରିଦେବା ଧମକ ଦେଇଥିଲେ ସେମାନେ ଡରି ଯାଇ ଘରକୁ ଫେରି ଆସିଥିଲେ ଗ୍ରାମର କିଛି ବ୍ୟକ୍ତି ଥାନାକୁ ଯିବାପାଇଁ ସାହସ ଦେବା ପରେ ତାପରି ସଦସ୍ୟମାନେ ଲୁଚି ଥାନାରେ ଅଭିଯୋଗ କରି ସମସ୍ତ ଘଟଣା ଲିଖିତ ଏତଲା ଦେଇଥିଲେ ଥାନା ଅଧିକାରୀ ଗୋକୁଳାନନ୍ଦ ସାହୁ ଏଵଂ ଇନ୍ସପେକ୍ଟର ହେମାନଗିନୀ ଗଡ଼ରୀଆ କୁକୁଡାଗ୍ରାମରେ ପହଂଚି ଅଜୟ ଏବଂ ଜିତେନ୍ଦ୍ରକୁ ଗିରଫ କରି ଥାନାକୁଆଣି ତଦନ୍ତକରୀ ଆଜି  ନାବାଳିକା ଅଜୟ ଏବଂଜିତେନ୍ଦ୍ର କୁ ଡାକ୍ତରଖାନା କୁ ନେଇ ଟେଷ୍ଟ କରିବା ପରେ ଅଜୟ ଏବଂ ଜିତେନ୍ଦ୍ର କୁ କେସ ନମ୍ବର୧୩୦/୨୦ଦଫା୩୪୧/୨୯୪/୩୬୩/୫୦୬/୩୭୬(୨)(ନ)/୩୭୬(୩)୩୭୬(ଡି)୩୪ଆଇ ପି ସି ରେ ଗିରଫ କରି କୋର୍ଟ ଚାଲାଣ କରାଯାଇ ଥିବା ଜଣାଯାଇଛି । ପୋଲିଶ ଅଜୟ ଟପ୍ପୋ ର ଭାଇ ମାନଙ୍କୁ ଗିରଫ କରିବାପାଇଁ ଚେଷ୍ଟା ଜାରି ରଖି ଛନ୍ତି l ସୁନ୍ଦରଗଡ଼ରୁ ବ୍ୟୁରୋ ହେଡ ସଂଜୀବ କୁମାର ପାଢ଼ୀଙ୍କ ରିପୋର୍ଟ ଉତ୍କଳ ନିଉଜ଼।