୬ ବର୍ଷର ଶିଶୁ କନ୍ୟାକୁ ପିଟିପିଟି ମାରିଦେଲେ ବାପା ଓ ସାବତ ମା |

289

କଟକ(ଉତ୍କଳ ନିୖକ)୨୮/୦୨/୦୨୨ : ଦିଗପହଣ୍ଡି ଥାନା ଅନ୍ତର୍ଗତ ତେନ୍ତୁଳିଆ ସାହିରେ ୬ ବର୍ଷର ଶିଶୁ କନ୍ୟାକୁ ପିଟିପିଟି ମାରିଦେଲେ ବାପା ଓ ସାବତ ମା, ଉଭୟଙ୍କୁ ସାହିବାସିନ୍ଦା ଧରି ପୋଲିସରେ ଦେଲେ ଜିମା, ଉଭୟ ଥାନାରେ ଅଟକ । ପୋଲିସର ତଦନ୍ତ ଜାରି। କୋଦାଳ ରୁ ଭଗବାନ ପାଢ଼ୀ ଙ୍କ ରିପୋର୍ଟ ଉତ୍କଳ ନିଉଜ |