ଆତଙ୍କବାଦୀ ନଜର ରେ ଭାରତ ର ସିପୟାର୍ଡ଼ |

128

କଟକ (ଉତ୍କଳ ନ୍ୟୁଜ) ୦୭-୦୯-୨୦୨୧ : ଗତ କିଛି ମାସ ରେ ଭାରତ ର ବିଭିନ୍ନ ସାମରିକ ସ୍ଥାନ ଗୁଡିକ ଉପରେ ଆତଙ୍କବାଦୀ ମାନେ ନଜର ରଖୁଥିବା ର ଭାରତୀୟ ଗୁଇନ୍ଦା ସଂସ୍ଥା ପ୍ରକାଶ କରିଥିଲା | ତେବେ କୋଚିନ ସିପୟାର୍ଡ଼ ରେ ଥିବା ଭାରତୀୟ ନୌସେନା ବିଭିନ୍ନ ଗୁରୁତୁପୁର୍ଣ୍ଣ ବ୍ୟବସ୍ଥା ସ୍ଥାନ ଗୁଡିକୁ ଉଡାଇ ଦେବାକୁ ଏକ ଇ -ମେଲ ଆସିବା ପରେ ସୁରକ୍ଷା ଉପରେ ଗୁରୁତ୍ୱ ଦିଆଯାଇଛି | ଏହି ସିପ ୟାର୍ଡ଼ ରେ ଦେଶ ର ପ୍ରଥମ ସ୍ବଦେଶୀ ବିମାନବାହକ ଆଇଏନଏସ ବିକ୍ରାନ୍ତ ପ୍ରତି ସମ୍ଭାବ୍ୟ ବିପଦ ରହିଥିବାରୁ ଏନେଇ କୋଚି ପୋଲିସ ଏକ ମାମଲା ରୁଜୁ କରିଛି | ଇ ମେଲ କୁ ନେଇ ଜୋରସୋର ରେ ତଦନ୍ତ ଚାଲିଛି | ସୂଚନା ଥାଉକି, ଜୁଲାଇ ମାସ ରେ ଜଣେ ଆଫଗାନି ନାଗରିକ ର ଭିସା ର ଅବଧି ସମୟ ସରିଯାଇଥିଲା ଯୋଗୁଁ ସେ ସିପ ୟାର୍ଡ଼ ନିକଟରେ ତାକୁ ଅଟକ ରଖାଯାଇଥିଲା |