ହ୍ୱାଟ୍ସଆପ ଇଉଜର୍ସ ଙ୍କୁ ବଡ ଝଟକା |

154

କଟକ (ଉତ୍କଳ ନ୍ୟୁଜ) ୦୧-୦୯-୨୦୨୧ : ହ୍ୱାଟ୍ସଆପ ଇଉଜର୍ସ ଙ୍କୁ ବଡ ଝଟକା | ଫେସବୁକ ମାଲିକାନା ରେ ଥିବା ହ୍ୱାଟ୍ସଆପ ବର୍ତମାନ ନୂତନ ଆଇଟି ନିୟମ ଅନୁସରଣ ଆରମ୍ଭ କରିଛି | ଗତ ମାସରେ କମ୍ପାନୀ ପ୍ରଥମ ମାସିକ ସୁରକ୍ଷା ରିପୋର୍ଟ ପ୍ରକାଶ କରିଥିଲା | ଏହି ରିପୋର୍ଟ ର ପ୍ରକାଶ ଯେ ମେ ୧୫ ରୁ ଜୁନ ୧୫ ମଧ୍ୟରେ ଭାରତରେ ଅତି କାମରେ ୨ ନିୟୁତ ଆକାଉଣ୍ଟ ଉପରେ ପ୍ରତିବନ୍ଧକ ଲଗାଯାଇଛି | ବର୍ତମାନ ଦ୍ୱିତୀୟ ରିପୋର୍ଟ ଆସିଛି ଯାହା ଅନୁସାରେ ୪୫ ଦିନ ମଧ୍ୟରେ ୩ ମିଲିୟନ ରୁ ଅଧିକ ଆକାଉଣ୍ଟ ଉପରେ ପ୍ରତିବନ୍ଧକ ଲାଗିଛି | ୪୬ ଦିନ ମଧ୍ୟରେ ଭାରତରେ ୩୦,୨୭,୦୦୦ ଆକାଉଣ୍ଟ ଉପରେ ପ୍ରତିବନ୍ଧକ ଲଗାଇଛି |