କାବୁଲ ବିମାନ ବନ୍ଦରରେ ବିସ୍ଫୋରଣ |

133

କଟକ(ଉତ୍କଳ ନ୍ୟୁଜ): ୨୭-୦୮-୨୦୨୧ : କାବୁଲ ବିମାନ ବନ୍ଦରରେ ତାଲିବାନ ମାନେ ବିସ୍ଫୋରଣ କରିଛନ୍ତି | ଏହାକୁ ଲୋକ ମାନେ ନିଜ ଦେଖିବା ପରେ ସେଠାରେ ଭୟର ବାତାବରଣ ସୄଟି ହୋଇଛି |ବିସ୍ଫୋରଣ ସହ ଗୁଳି ଚାଳନା ମଧ୍ୟ ହୋଇଥିଲା |ପୁଣି ଥରେ ଆକ୍ରମଣ ହୋଇପାରେ ବୋଲି ଆମେରିକା ସୂଚନା ଦେଇଛି | ତାଲିବାନ ମାନେ ଆଫଗାନିସ୍ଥାନ ରେ ଥିବା ଆମେରିକାର ସମସ୍ତ ଅସ୍ତ୍ର ଶସ୍ତ୍ର ନେଇଯାଇଛନ୍ତି | ଯାହା ଫଳରେ ତାଲିବାନ ଶକ୍ତିଶାଳୀ ହୋଇଉଠିଛି |