ବିଜେଡିରେ ଯୋଗ ଦେଲେ ରଙ୍ଗେଇଲୁଣ୍ଡାର ୩୦ ଯୁବ ନେତା |

130

କଟକ (ଉତ୍କଳ ନ୍ୟୁଜ) ୨୭-୦୮-୨୦୧୧ : ଗୋପାଳପୁର ବିଧାନସଭା କ୍ଷେତ୍ରର ରଙ୍ଗେଇଲୁଣ୍ଡା ବ୍ଲକର ୩୦ ଜଣ ଯୁବ ନେତା ବିଜେପି ଓ କଂଗ୍ରେସ ଛାଡ଼ି ବିଜେଡିରେ ଯୋଗଦେଇଛନ୍ତି | ରାଜ୍ୟ ବେଜଡ଼ି କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ଏକ କାର୍ଯ୍ୟକ୍ରମରେ ଦଳର ସାଙ୍ଗଠନିକ ସମ୍ପାଦକ ପ୍ରଣବ ଦାସ ଯୁବ ନେତା ମାନଙ୍କୁ ସ୍ୱାଗତ ଜଣାଇଥିଲେ|