ଖୁବ ଶୀଘ୍ର ଆଉ ଏକ ସ୍ବଦେଶୀ ଟିକାକୁ ମିଳିପାରେ ମଞ୍ଜୁରୀ |

121

ରିପୋର୍ଟ ଅନୁଯାୟୀ ଭାରତୀୟ ଔଷଧ ନିୟାମକ ବିଶେଷଜ୍ଞ କମିଟି ଜରୁରୀକାଳୀନ ବ୍ୟବହାର (EUA ) ପାଇଁ ଜାଇଡସ କ୍ୟାଡ଼ିଲର ତିନି-ଡୋଜ କରୋନା ଟୀକା -ZyCov -D -ଅନୁମୋଦନ କରିବାକୁ ସୁପାରିଶ କରିଛି |ଏହା ଦେଶରେ ପଞ୍ଚମ ଅନୁମୋଦିତ ଟୀକା ହେବ |ଏହା ପ୍ରଥମ ଛୁଞ୍ଚି ମୁକ୍ତ କୋଭିଡ ଟୀକା ହେବ ଯାହା ୧୨ ରୁ ୧୮ ବର୍ଷ ବର୍ଗଙ୍କ ଲାଗି ଉପଲବ୍ଧ ହେବ | ବ୍ୟୁରୋ ରିପୋର୍ଟ ଉତ୍କଳ ନିଉଜ଼ |