ତାଲିବାନ ଭୟ |

125

କଟକ(ଉତ୍କଳ ନିଉଜ଼)୧୯.୦୮.୨୦୨୧ -ତାଲିବାନ ପୁଣିଥରେ ଆଫଗାନିସ୍ତାନ ହାତେଇଛନ୍ତି |ଦେଶରେ ଏବେ ଏମାନଙ୍କ ଶାସନ ଚାଲିବ |ଅତୀତରେ ତାଲିବାନ ଙ୍କ କଠୋର ଇସ୍ଲାମିକ ଶାସନର ଭୟ ଲୋକଙ୍କୁ ଶିହରୀତ କରୁଛି |ଏଣୁ ଲୋକେ ଏବେ ଦେଶରୁ ପଳାୟନ କରୁଛନ୍ତି |ଏଥିରେ କାବୁଲ ବିମାନବନ୍ଦର ର ଦେଖି ଲୋକେ ତାଲିବାଙ୍କୁ ନେଇ କିପରି ଭୟଭୀତ ତାହା ପୁଣି ଥରେ ପ୍ରମାଣିତ ହୋଇଛି | ବ୍ୟୁରୋ ରିପୋର୍ଟ ଉତ୍କଳ ନିଉଜ଼ |