ଟୀକାକରଣ ଦ୍ୱାରା ହ୍ରାସ ପାଉଛି କୋଭିଡ ଜନିତ ମୃତ୍ୟୁ ଆଶଙ୍କା :ICMR |

149

କଟକ(ଉତ୍କଳ ନିଉଜ଼)୧୯.୦୮.୨୦୨୧ -କରୋନା ଭାଇରସର ଦ୍ୱିତୀୟ ଲହରର ପ୍ରକୋପ ଧୀରେ ଧୀରେ କମ ହେବାରେ ଲାଗିଥିବା ବେଳେ ତୃତୀୟ ଲହର ପାଇଁ ସଜାଗ ହେଉଛି ବିଶ୍ୱ |ତେବେ ଆଇସିଏମଆର ପକ୍ଷରୁ ପ୍ରକାଶିତ ତଥ୍ୟ ଅନୁଯାୟୀ ଟୀକାକରଣ ଦ୍ୱାରା କୋଭିଡ ଜନିତ ମୃତ୍ୟୁ ହାର କମ ହେବାସହିତ ଅନ୍ୟାନ ଗୁରୁତର ରୋଗରୁ ରକ୍ଷା ମିଳିଥାଏ | ତେଣୁ ବିଶ୍ୱର ସମସ୍ତ ରାଷ୍ଟ୍ରର ଅନ୍ୟୁନ ୧୦ ପ୍ରତିଶତ ଲୋକଙ୍କୁ ଟୀକାକରଣ ପ୍ରକ୍ରିୟାରେ ସାମିଲ କରିବା ପାଇଁ ସ୍ୱାସ୍ଥ୍ୟ ବିଭାଗ ସୂଚନା ଦେଇଛି | ବ୍ୟୁରୋ ରିପୋର୍ଟ ଉତ୍କଳ ନିଉଜ଼ |