ରାଜ୍ୟ ବିଜେପି ସଂଖ୍ୟାଲଘୁ ମୋର୍ଚା ପୁନର୍ଗଠିତ |

154

କଟକ(ଉତ୍କଳ ନିଉଜ଼)୧୮.୦୮.୨୦୨୧-ପଂଚାୟତ ଓ ପୌର ନିର୍ବାଚନକୁ ଦୃଷ୍ଟିରେ ରଖି ରାଜ୍ୟ ବିଜେପି ସଂଖ୍ୟାଲଘୁ ମୋର୍ଚା ପୁନର୍ଗଠିତ ହୋଇଛି |ରାଜ୍ୟ ସଂଖ୍ୟାଲଘୁ ମୋର୍ଚା ସଭାପତି ସିକନ୍ଦର ଅଲ୍ଲୀ ଆଜି ମୋର୍ଚାର ରାଜ୍ୟ କମିଟିର ୫ଜଣ ଉପସଭାପତି ,୨ଜଣ ସାଧାରଣ ସମ୍ପାଦକ ,୫ ଜଣ ସମ୍ପାଦକ ,ଜଣେ କୋଷାଧକ୍ଷ ଓ ଜଣେ କାର୍ଯ୍ୟାଳୟ ସମ୍ପାଦକଙ୍କୁ ଅବସ୍ଥାପିତ କରିଛନ୍ତି |ଦଳର ରାଜ୍ୟ ସଭାପତି ସମୀର ମହାନ୍ତିଙ୍କ ଅନୁମୋଦନ ପରେ ପଦାଧିକାରୀ ତାଲିକା ଘୋଷଣା କରାଯାଇଛି | ବ୍ୟୁରୋ ରିପୋର୍ଟ ଉତ୍କଳ ନିଉଜ଼ |