ବଜାରରୁ ହଟିବ ପୁରୁଣା ଓ ଅନଫିଟ ଗାଡି |

131

କଟକ(ଉତ୍କଳ ନିଉଜ଼)୧୪.୦୮.୨୦୨୧ -ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ସ୍କାପ୍ରିଙ୍ଗ ନୀତିର ଘୋଷଣା କରିଛନ୍ତି |ଦେଶରେ ୨୦ ବର୍ଷରୁ ଅଧିକ ୫୧ ଲକ୍ଷ ହାଲୁକା ମୋଟର ଯାନ ଏବଂ ୧୫ ବର୍ଷରୁ ଅଧିକ ୩୪ ଲକ୍ଷ ହାଲୁକା ମୋଟର ଯାନ ରହିଛି |ଏହା ବ୍ୟତୀତ ପ୍ରାୟ ୧୭ ଲକ୍ଷ ମାଧ୍ୟମ ଓ ଭାରୀ ବ୍ୟବସାୟିକ ଯାନ ଅଛି ,ଯାହା ୧୫ ବର୍ଷରୁ ଅଧିକ ପୁରୁଣା ଏବଂ ଏହାର ବୈଧ ଫିଟନେସ ସାର୍ଟିଫିକେଟ ନାହିଁ |ଯାହାକି ବଜାରରୁ ଖୁବ ଶୀଘ୍ର ହଟିବ ବୋଲି ପ୍ରଧାନମନ୍ତ୍ରୀ ଘୋଷଣା କରିଛନ୍ତି | ବ୍ୟୁରୋ ରିପୋର୍ଟ ଉତ୍କଳ ନିଉଜ଼ |