ଅଗଷ୍ଟ ୧୪ ର ନୂତନ ନାମ ହେବ ବିଭାଜନ ବିଭୀଷିକା ସ୍ମୃତି ଦିବସ |

146

କଟକ(ଉତ୍କଳ ନିଉଜ଼)୧୪.୦୮.୨୦୨୧-ପ୍ରତିବର୍ଷ ଅଗଷ୍ଟ ୧୪ ତାରିଖ କୁ ଦେଶବ୍ୟାପୀ ବିଭାଜନ ବିଭୀଷିକା ସ୍ମୃତି ଦିବସ ଭାବାରେ ପାଲନା କରାଯିବ |ଏହି ଦିନକୁ ପାଳନ କରିବା ପାଇଁ ଦେଶବାସୀଙ୍କୁ ଟ୍ୱିଟ କରି ଆହ୍ବାନ ଦେଇଛନ୍ତି ପ୍ରଧାନମନ୍ତ୍ରୀ | ସେ କହିଛନ୍ତି ,ଏହି ଦିନା ଘୃଣା ଓ ହିଂସା ଯୋଗୁ ଆମରା ଲକ୍ଷ ଲକ୍ଷ ଭାଇ ଭଉଣୀଙ୍କୁ ବିସ୍ଥାପିତ ହେବାକୁ ପଡିଥିଲା |ଆନେକଂକ ଜୀଵନ ବି ଯାଇଛି |ସେମାନଙ୍କର ସଂଘର୍ଷ ଓ ବଳିଦାନକୁ ସ୍ମରାନା କରି ପ୍ରତିବର୍ଷ ଅଗଷ୍ଟ ୧୪ ତାରିଖ କୁ ବିଭାଜନ ବିଭୀଷିକା ସ୍ମୃତି ଦିବସରେ ଭାବରେ ପାଳନ କରାଯିବ | ବ୍ୟୁରୋ ରିପୋର୍ଟ ଉତ୍କଳ ନିଉଜ଼ |