ଟୋକିଓ ଅଲମ୍ପିକ୍ସ ଆଜିଠୁ

140

କଟକ (ଉତ୍କଳ ନିଉଜ଼ )୨୩.୦୭.୨୦୨୧- ବିଶ୍ୱ କ୍ରୀଡାର ସରବୋଚ ପ୍ରତିଯୋଗିତା ଅଲମ୍ପିକ୍ସ ର ୩୨ ତମ ସଂସ୍କରଣ ଜାପାନର ରାଜଧାନୀ ଟୋକିଓ ଠାରେ ଜରୁରୀକାଳୀନ ପରିସ୍ଥିତି ମଧ୍ୟରେ ଆରମ୍ଭ ହେବ |ଏହି ପ୍ରତିଯୋଗିତା ଅନେକ ପ୍ରତିବନ୍ଧକ ଅତିକ୍ରମ କରି ଆରମ୍ଭ ହେବାକୁ ଯାଉଥିବା ବେଳେ ଏହାକୁ ଏକ ସ୍ୱତନ୍ତ୍ର ଅଲମ୍ପିକ୍ସ ବୋଲି ବର୍ଣନା କରାଯାଉଛି | ବ୍ୟୁରୋ ରିପୋର୍ଟ ଉତ୍କଳ ନିଉଜ଼ |