ବାତିଲ ହୋଇପାରେ ଟୋକିଓ ଅଲମ୍ପିକ୍ସ

125

ଟୋକିଓ ଅଲମ୍ପିକ୍ସ କୁ ଆଉ ମାତ୍ର ୨ ଦିନ ଥିବା ବେଳେ ଏହା ବାତିଲ ହେବାର ସମ୍ଭାବନା ଦେଖାଦେଇଛି | ଏହି କ୍ରୀଡା ସହ ଜଡିତ ଥିବା ବ୍ୟକ୍ତିବିଶେଷ ଓ କ୍ରୀଡ଼ାବିତ ଙ୍କୁ ମିଶାଇ ୭୨ ଜଣ କରନା ସଂକ୍ରମିତ ହୋଇଛନ୍ତି |ଏହାକୁ ଦୃଷ୍ଟି ରେ ରଖି ଟୋକିଓ ଅଲମ୍ପିକ୍ସ ଆୟୋଜନ କମିଟିର ମୁଖ୍ୟ ତୋଷୀର ମୁଟୋ କହିଛନ୍ତି ଯେ ଏହି କ୍ରୀଡା ବାତିଲ ହୋଇପାରେ | ବ୍ୟୁରୋ ରିପୋର୍ଟ ଉତ୍କଳ ନିଉଜ଼ |