ଅନ୍ୟ ଦେଶ ର ଲୋକେ ମଧ୍ୟ କୋଉଇନ ଡିଜିଟାଲ ପ୍ଲାଟଫର୍ମ ର ସୁବିଧା ପାଇବେ |

134

କଟକ (ଉତ୍କଳ ନ୍ୟୁଜ) ୦୬-୦୭-୨୦୨୧: ଭାରତ ବ୍ୟତୀତ ଅନ୍ୟ ଦେଶ କୁ ମଧ୍ୟ ମିଳିବ କୋଉଇନ ଡିଜିଟାଲ ପ୍ଲାଟଫର୍ମ ର ସୁବିଧା | ପ୍ରଧାନ ମନ୍ତ୍ରୀ ନରବଦ୍ର ମୋଦି କୋଉଇନ ଡିଜିଟାଲ ଗ୍ଲୋବାଲ କନକ୍ଳେଭ କୁ ସମ୍ବୋଧନ କରିବା ସହ ମହାମାରୀ ବିରୋଧୀ ଲଢେଇ ରେ ଡିଜିଟାଲ ପ୍ଲାଟଫର୍ମ କୋଉଇନ ର ଭୂମିକା ସମ୍ପର୍କ ରେ କହିଛନ୍ତି | ଏହା ସହ ଏହି ପ୍ଲାଟଫର୍ମ କୁ ବିଶ୍ୱ ସ୍ତର ରେ ପହଂଚାଇବା ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ | ମହାମାରୀ କରୋନା ରୁ ରକ୍ଷା ପାଇଁ ବ୍ୟବହାର ହେଉଥିବା ଡିଜିଟାଲ ପ୍ଲାଟଫର୍ମ କୋଉଇନ କୁ ଅନ୍ୟ ଦେଶ ରେ କାର୍ଯ୍ୟକ୍ଷମ କରାଇବା ଉପରେ କୋନକ୍ଳେଭ ରେ କହିଛନ୍ତି ପ୍ରଧାନମନ୍ତ୍ରୀ |