ଜାମ୍ମୁ -କାଶ୍ମୀର କୁ ମିଳିବ ପୂର୍ଣ୍ଣ ରାଜ୍ୟ ମାନ୍ୟତା |

137

କଟକ (ଉତ୍କଳ ନ୍ୟୁଜ) ୨୫-୦୬-୨୦୨୧ : ଜାମ୍ମୁ- କାଶ୍ମୀର କୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଙ୍କ ଅଧ୍ୟକ୍ଷତା ରେ ଆରମ୍ଭ ହୋଇଥିବା ସର୍ବଦଳୀୟ ବୈଠକ ଶେଷ ହୋଇଛି | ବୈଠକ ରେ ପ୍ରଧାନମନ୍ତ୍ରୀ ମୋଦି ଜାମ୍ମୁ-କାଶ୍ମୀର କୁ ପୂର୍ଣ୍ଣ ରାଜ୍ୟ ମାନ୍ୟତା ଦେବାକୁ ପ୍ରତିଶୃତି ଦେଇଛନ୍ତି | ତେବେ ଠିକ ସମୟରେ ଉପତ୍ୟକା କୁ ପୁଣି ପୂର୍ଣ୍ଣ ରାଜ୍ୟ ମାନ୍ୟତା ମିଳିବ ବୋଲି ପ୍ରଦାହନମନ୍ତ୍ରୀ କହିଛନ୍ତି | ଏଥିସହ ଦିଲ୍ଲୀ ଓ ଦିଲ ମଧ୍ୟରେ ଦୂରତା କମାଇବାକୁ ମଧ୍ୟ ସେ ସମସ୍ତ ଙ୍କୁ ନିବେଦନ କରିଛନ୍ତି | ସେହିପରି କଂଗ୍ରେସ ପକ୍ଷରୁ ସର୍ବଦଳୀୟ ବୈଠକ ରେ ୫ ଟି ଦାବି ଉପସ୍ଥାପନ କରାଯାଇଛି |