ଜୁନ ୧୬ ରୁ ଖୋଲିବ ସମସ୍ତ କେନ୍ଦ୍ରୀୟ ଐତିହ୍ୟସ୍ଥଳୀ |

152

କଟକ (ଉତ୍କଳ ନ୍ୟୁଜ) ୧୫-୦୬-୨୦୨୧ : ଦେଶ ରେ ଏବେ କରୋନା ପ୍ରକୋପ କମ ଥିବା ଦେଖି ଆସନ୍ତା ଜୁନ ୧୬ ରୁ ଖୋଲିବ ଦେଶ ର ସମସ୍ତ କେନ୍ଦ୍ରୀୟ ଐତିହ୍ୟସ୍ଥଳୀ | କେନ୍ଦ୍ର ସରକାରଙ୍କ ପରିଚାଳିତ ଏହି ସ୍ଥଳ ଗୁଡିକ କରୋନା ସଂକ୍ରମଣ ପାଇଁ ବନ୍ଦ ଥିଲା | ଏ ଏସଆଇ ଦ୍ୱାରା ପରିଚାଳିତ ସଂଗ୍ରାଳୟ ଗୁଡିକ ମଧ୍ୟ ଆସନ୍ତା ୧୬ ରୁ ଖିଲବ |