ଆସନ୍ତା ଜୁଲାଇ ରୁ ସଂସଦ ର ମୋୖସୁମୀ ଅଧିବେଶନ !

149

କଟକ (ଉତ୍କଳ ନ୍ୟୁଜ) ୯-୦୬-୨୦୨୧ : ଦେଶ ରେ କରୋନା ମହାମାରୀ ସଂକ୍ରମଣ କ୍ରମଶଃ ଧୀରେ ଧୀରେ ହ୍ରାସ ପାଇବା ରେ ଲାଗିଛି | ତେଣୁ ଆସନ୍ତା ଜୁଲାଇ ରୁ ସଂସଦ ର ମୋୖସୁମୀ ଅଧିବେଶନ ବସିବ | ଏହାପୂର୍ବରୁ ଚଳିତ ମାସ ୧୬ ତାରିଖ ରୁ ସଂସଦୀୟ କମିଟି ଗୁଡିକୁ କାମ କରିବା ଆରମ୍ଭ କରିବେ | ଜୁନ ୧୬ ଓ ୨୩ ତାରିଖ ରେ ପବ୍ଲିକ ଆକାଉଣ୍ଟସ କମିଟି ର ବୈଠକ ମଧ୍ୟ ଡକାଯାଇଛି |