ଭାରତ ରେ ପ୍ରସ୍ତୁତ ହେବ ସ୍ପୁଟନିକ-ଭି | ଅନୁମତି ମାଗିଲା ସେରମ କମ୍ପାନୀ |

158

କଟକ (ଉତ୍କଳ ନ୍ୟୁଜ) ୪-୦୬-୨୦୨୧ : ଭାରତ ରେ କୋଭିସୀଲଡ଼ ଟୀକା ଉତ୍ପାଦନ କରୁଥିବା ସେରମ କମ୍ପାନୀ ଏବେ ରୁଷ ପ୍ରସ୍ତୁତ କରିଥିବା ଟୀକା ର ଉତ୍ପାଦନ କରିବାକୁ ଚାହୁଁଛି | ଏହା ଆଗରୁ ଡା . ରେଡ୍ଡୀ ଲ୍ୟାବ କୁ ଏହାର ଉତ୍ପାଦନ କରିବାକୁ ଅନୁମୋଦନ ମିଳିଛି | ତେବେ ସେରମ ମଧ୍ୟ ଏହାର ଉତ୍ପାଦନ କରିବାକୁ ଚାହୁଁଥିବା ଡିସିଜିଆ କୁ ଅବଗତ କରାଇଛି |