ଦେଶ ରେ ଗୋଟିଏ ଦିନ ରେ କୋଟିଏ ଟୀକା ଦିଆଯିବ : ଆଇସିଏମଆର

158

କଟକ (ଉତ୍କଳ ନ୍ୟୁଜ) ୦୨-୦୬-୨୦୨୧ : ଦେଶ ରେ କରୋନା ସ୍ଥିତି କୁ ଦେଖି ଜୁଲାଇ ଅଧା କିମ୍ବା ଅଗଷ୍ଟ ପ୍ରଥମ ରୁ ଦେଶ ରେ ୧ କୋଟି ଟୀକାକରଣ କରାଯିବ | ଏନେଇ ଆଇସିଏମଆର ମୁଖ୍ୟ ଡାକ୍ତର ବଳରାମ ଭାର୍ଗବ ଏହି ସୂଚନା ଦେଇଛନ୍ତି | ବର୍ଷ ଶେଷ ସୁଦ୍ଧା ୧୦୮ କୋଟି ଲୋକଙ୍କୁ ଟୀକାକରଣ କରାଯିବ | ବର୍ତ୍ତମାନ ଉଭୟ ସେରମ ଇନଷ୍ଟିଚ୍ୟୁଟ ଓ ଭାରତ ବାୟୋଟେକ ସେମାନଙ୍କ ର ଉତ୍ପାଦନ କୁ ବହୁ ମାତ୍ର ରେ ବଢ଼ାଇଛନ୍ତି | ତେଣୁ ଭବିଷ୍ୟତ ରେ ଦେଶ ରେ ତିଆଙ୍କ ର ଅଭାବ ଦେଖିବାକୁ ମିଳିବ ନାହିଁ | | ଏକ ବୈଠକ ରେ ଯୋଗ ଦେଇ ଏହି ସୂଚନା ଦେଇଛନ୍ତି |