ମାଡି ଆସୁଛି ସିଙ୍ଗାପୁର ଷ୍ଟ୍ରେନ , ଶିଶୁ ଙ୍କ ପାଇଁ ବିପଦ |

161

କଟକ (ଉତ୍କଳ ନ୍ୟୁଜ) ସାରା ବିଶ୍ୱ ପାଇଁ ନୂଆ ବିପଦ ଭାବରେ ଉଭା ହୋଇଛି କରୋନା ର ନୂଆ ଭୁତାଣୁ ସିଙ୍ଗାପୁର ଷ୍ଟ୍ରେନ | ଭୁତାଣୁ ର ଏହି ନୂଆ ଷ୍ଟ୍ରେନ ଛୋଟ ପିଲାଙ୍କ ପାଇଁ ଅଧିକ ଭୟଂ କ ର ହୋଇଥିବା ସୂଚନା ମିଳିଛି | ସେପଟେ ସିଙ୍ଗାପୁର ସରକାର ଏହି ଭୁତାଣୁ ପ୍ରଥମେ ଭାରତ ରେ ଦେଖାଯାଇଥିବା କହିବା ସହ ସ୍କୁଲ କଲେଜ କୁ ବନ୍ଦ ଘୋଷଣା କରିଛନ୍ତି | ସିଙ୍ଗାପୁର ର ଶିକ୍ଷାମନ୍ତ୍ରୀ ଏହି ଭୁତାଣୁ ମ୍ୟୁଟେଣ୍ଟ ଅଧି ଭୟଙ୍କର ଏବଂ ଏହା ଛୋଟ ପିଲାଙ୍କୁ ଅଧିକ ସଂକ୍ରାମକ କରିବାର ଆଶଙ୍କା ରହିଛି |