ଖୁବଶୀଘ୍ର ଶିଶୁ ଙ୍କ ପାଇଁ କୋଭାକସିନ ଟ୍ରାଏଲ ପ୍ରକ୍ରିୟା ଆରମ୍ଭ ହେବ |

125

କଟକ (ଉତ୍କଳ ନ୍ୟୁଜ) ୧୯-୦୫-୨୦୨୧ : ଦେଶ ରେ କରୋନା ମହାମାରୀ ପ୍ରକୋପ କୁ ଦେଖି ଦେଶ ରେ ଖୁବଶୀଘ୍ର ୨ ରୁ ୧୮ ବର୍ଷ ପିଲାଙ୍କ ପାଇଁ ଦେଶ ରେ କୋଭାକସିନ ପରୀକ୍ଷଣ ଆରମ୍ଭ ହେବାକୁ ଯାଉଛି | ଏ ନେଇ ନୀତି ଆୟୋଗ ରେ ସଦସ୍ୟ ଡ଼. ବିକେ ପାଲ ଙ୍କ କହିବା ଅନୁଯାୟୀ, ଦେଶ ରେ ଛୋଟ ପିଲାଙ୍କ ପାଇଁ ଟୀକା ର ଟ୍ରାଏଲ ଆରମ୍ଭ ହେବାକୁ ଯାଉଛି | ଡିସିଜିଆଇ ଭାରତ ବାୟୋଟେକ କୁ ଭାକସିନ ର ଦ୍ୱିତୀୟ ଓ ତୃତୀୟ ଟ୍ରାଏଲ କରିବା ପାଇଁ ଅନୁମତି ଦେଇଛି |