ଇସ୍ରାଇଲ ଓ ପାଲେଷ୍ଟାଇନ ମଧ୍ୟରେ ଚାଲିଥିବା ଯୁଧ୍ୟ, ବିଶ୍ୱ ଯୁଧ୍ୟ ର ରୂପ ନେଇପାରେ !

149

କଟକ (ଉତ୍କଳ ନ୍ୟୁଜ) ୧୪-୦୫-୨୦୨୧ : ଇସ୍ରାଇଲ ଓ ପାଲେଷ୍ଟାଇନ ମଧ୍ୟରେ ଚାଲିଥିବା ଯୁଧ୍ୟ ଦିନ କୁ ଦିନ ଅତି ଭୟଙ୍କର ଦିଗ ଆଡକୁ ଗତି କରୁଛି | ଇସ୍ରାଇଲ ର ଗଜା ଉପରେ ଆକ୍ରମଣ ପରେ ସ୍ଥିତି ଜଟିଳ ହେବ ରେ ଲାଗିଛି | ତୁର୍କୀ ର ରାଷ୍ଟ୍ରପତି ଆରଦଗାନ ରୁଷ ରାଷ୍ଟ୍ରପତି ପୁଟିନ ଙ୍କୟା କହିଛନ୍ତି ପାଲେଷ୍ଟାଇନ ବାସି ଙ୍କ ପ୍ରତି ଇସ୍ରାଇଲ ର ଆଭିମୁଖ୍ୟ ବିରୋଧ ରେ ଅନ୍ତର୍ଜାତୀୟ ସମୁଦାୟ କୁ ଦୃଢ କାର୍ଯ୍ୟାନୁଷ୍ଠାନ ନେବା ଉଚିତ | ଆରଦୋ ଗାନ ଙ୍କ ଏହି ବୟାନ ଏହି ବିବାଦ କୁ ବଡ ରୂପ ଦେବାର ଆଶଙ୍କା ପ୍ରକାଶ ପାଇଛି | ବିଶେଷ କରି ମିଳିତ ଜାତିସଂଘ ର ମଧ୍ୟପୁର୍ବ ଦୂତ ଯୁଦ୍ଧ ର ଚେତାବନୀ ଦେଇଛନ୍ତି | ଇସ୍ରାଇଲ ର ଆକ୍ରମଣ ରେ ଗାଜା ରେ ମାରିଥିବା ପାଲେଷ୍ଟାଇନ ଙ୍କ ସଂଖ୍ୟା ୪୩ ରେ ପହଂଚିଛି |