ଦେଶ ରେ ଗତ ୨୪ ଘଣ୍ଟା ମଧ୍ୟରେ ୩.୨୯ ଲକ୍ଷ ରୁ ଅଧିକ ଆକ୍ରାନ୍ତ ଚିହ୍ନଟ |

153

କଟକ (ଉତ୍କଳ ନ୍ୟୁଜ) ୧୨-୦୫-୨୦୨୧ : ଦେଶ ରେ କରୋନା ସଂକ୍ରମଣ ର ଦୈନିକ ସଂଖ୍ୟକ କିଛି ଅସ୍ବସ୍ତି କଲା ଭଳି ଖବର ଆସିଛି | ଦେଶ ରେ ଗତ ୨୪ ଘଣ୍ଟା ଭିତରେ ଦେଶ ରେ କରୋନା ସଂକ୍ରମଣ ରେ ସାମାନ୍ୟ ହ୍ରାସ ହୋଇଛି | ଅନ୍ୟପକ୍ଷରେ ଆକ୍ରାନ୍ତ ଙ୍କ ତୁଳନା ରେ ସୁସ୍ଥ ଙ୍କ ସଂଖ୍ୟା ଅଧିକ ରହିଛି | କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ଜାରି ରିପୋର୍ଟ ଅନୁଯାୟୀ ଦେଶ ରେ ଗତ ୨୪ ଘଣ୍ଟା ମଧ୍ୟରେ ୩,୨୯,୯୪୨ କରୋନା କରନ୍ତା ଚିହ୍ନଟ ହୋଇଛନ୍ତି | ସେହିପରି ୨୪ ଘଣ୍ଟା ଭିତରେ ୩୮୭୬ ଜଣ ଲୋକଙ୍କ ର କରୋନା ରେ ମୃତ୍ୟୁ ହୋଇଛି |