ଗତ ୨୪ ଘଣ୍ଟା ମଧ୍ୟରେ ଦେଶ ରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୪ ହଜାର ରୁ ଅଧିକ |

126

କଟକ (ଉତ୍କଳ ନ୍ୟୁଜ) ୧୦-୦୫-୨୦୨୧: କରୋନା ରେ ଦ୍ୱିତୀୟ ଲହର ପୁରା ଦେଶକୁ ସ୍ତବ୍ଧ କରିଦେଇଛି | ଭାରତ ରେ କରୋନା ମାମଲା ଦ୍ରୁତ ଗତି ରେ ବଢୁଥିବା ରେ ଲାଗିଛି | ଦେଶ ରେ ଗତ ୩ ଦିନ ଧରି କରୋନା ସଂକ୍ରମିତ ନ୍କ ସଂଖ୍ୟା ଲଗାତାର ୪ ଲକ୍ଷ ଟପିଛି | ଗତ ୨୪ ଘଣ୍ଟା ଅମଧ୍ୟରେ ଦେଶ ରେ ୪ଲକ୍ଷ ୩ହଜାର ୭୩୮ ନୂଆ ପଜିଟିଭ ଚିହ୍ନଟ ହୋଇଛନ୍ତି |ଅନ୍ୟପକ୍ଷରେ ମୃତ୍ୟୁ ସଂଖ୍ୟା ୪ହଜାର ଅତିକ୍ରମ କରିଛି | ଏହି ସୂଚନା କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଜାରି କରାଯାଇଛି |