ଭାରତ ରେ କରୋନା ସଂକ୍ରମିତ ଙ୍କ ସଂଖ୍ୟା ୨ କୋଟି ପାର |

146

କଟକ (ଉତ୍କଳ ନ୍ୟୁଜ) ୦୫-୦୫-୨୦୨୧ : ଦେଶ ରେ କରୋନା ସଂକ୍ରମିତ ଙ୍କ ସଂଖ୍ୟା ୨ କୋଟି ପାର ହୋଇଛି | ବିଶ୍ୱ ରେ ଭାରତ ଦ୍ୱିତୀୟ ଦେଶ ଯାହାର କରୋନା ସଂକ୍ରମିତ ଙ୍କ ସଂଖ୍ୟା ୨ କୋଟି ପାର ହୋଇଛି | ଗତ ୨୪ ଘଣ୍ଟା ରେ ଦେଶ ରେ ୩ ଲକ୍ଷ ୬୯ ହଜାର ୨୩୦ ଜଣ ସଂକ୍ରମିତ ଚିନ୍ହଟ ହୋଇଛନ୍ତି ଏହି ସଂଖ୍ୟା କୁ ମିଶାଇ ଭାରତ ରେ ମୋର ସଂକ୍ରମିତ ନ୍କ ସଂଖ୍ୟା ୨ କୋଟି ୨ ଲକ୍ଷ ୭୫ ହଜାର | ସେହିପରି ଗତ ୨୪ ଘଣ୍ଟା ମଧ୍ୟରେ ୩୪୨୧ ସଂକ୍ରମିତ ଙ୍କ ମୃତ୍ୟୁ ହୋଇଛି | କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ଏହି ସୂଚନା ଜାରି ହୋଇଛି |