ଇରାକ ର ବାଗଦାଦ ସହରରେ ଅକ୍ସିଜେନ ଟାଙ୍କି ଫାଟି ୮୨ ମୃତ !

127

କଟକ (ଉତ୍କଳ ନ୍ୟୁଜ) ୨୬-୦୪-୨୦୨୧ : ଇରାକ ରାଜଧାନୀ ବାଗଦାଦ ସ୍ଥିତ ଏକ ପ୍ରମୁଖ ହସ୍ପିଟାଲ ରେ ଅକ୍ସିଜେନ ଟାଙ୍କି ରେ ବିସ୍ଫୋରଣ ହେବ ଯୋଗୁ ୮୨ ଜଣ ପ୍ରାଣ ହରାଇଛନ୍ତି | ଏହି ଘଟଣା ରେ ଆହୁରି ୧୧୦ ଜଣ ଆହତ ମଧ୍ୟ ହୋଇଛନ୍ତି | ଇରାକ ର ପ୍ରଧନମନ୍ତ୍ରୀ ଏହି ବିସ୍ଫୋରଣ ର ତଦନ୍ତ ଶୀଘ୍ର କରିବାକୁ ନିର୍ଦେଶ ଦେଇଛନ୍ତି |