ପୂର୍ବତ୍ତନ ପ୍ରଧାନମନ୍ତ୍ରୀ ମନମୋହନ ସିଂ କୋଭିଡ ପଜିଟିଭ ଚିହ୍ନଟ |

151

କଟକ (ଉତ୍କଳ ନ୍ୟୁଜ) କଂଗ୍ରେସ ନେତା ତଥା ଦେଶ ର ପୂର୍ବତନ ପ୍ରଧାନମନ୍ତ୍ରୀ ଡକ୍ଟର ମନମୋହନ ସିଂ କୋଭିଡ ପଜିଟିଭ ଚିହ୍ନଟ ହୋଇଛନ୍ତି | ମନମୋହନ ସିଂ କରୋନା ପ୍ରତିଷେଧକ ଟୀକା ର ଦୁଇଟି ଯାକ ଡୋଜ ନେଇସାରିଥିଲା | ତଥାପି ସେ ଆକ୍ରାନ୍ତ ହୋଇଛନ୍ତି | ତାଙ୍କୁ ଦିଲ୍ଲୀ ସ୍ଥିତ ଏମ୍ସ ର ଟର୍ମ ସେଣ୍ଟର ରେ ଭର୍ତ୍ତି କରାଯାଇଛି |