ଇଂଲଣ୍ଡ ର ପ୍ରଧାନମନ୍ତ୍ରୀ ଜନସନ ଙ୍କ ଭାରତ ଗସ୍ତ ପୁଣି ରଦ୍ଧ |

159

କଟକ (ଉତ୍କଳ ନ୍ୟୁଜ ) ଇଂଲଣ୍ଡ ର ପ୍ରଧାନମନ୍ତ୍ରୀ ବୋରିସ ଜନସନ ଙ୍କ ଭାରତ ଗସ୍ତ କାର୍ଯ୍ୟକ୍ରମ ପୁଣି ରଦ୍ଧ | ସେ ଆସନ୍ତା ୨୬ ତାରିଖ ରେ ଭାରତ ଗସ୍ତ ରେ ଆସିବା ର ଥିଲା | ହେଲେ ଭାରତ ରେ କରୋନା ସ୍ଥିତି ଭୟଙ୍କର ଥିବା ରୁ ସେ ନିଜ ର ଗସ୍ତ ବାତିଲ କରିଛନ୍ତି | ତେବେ ପୂର୍ବ ରୁ ଜନସନ ଜାନୁଆରୀ ୨୬ ରେ ବି ଭାରତ ଗସ୍ତ ରେ ଆସିବା ର ଥିଲା | ସେତେବେଳେ ଇଂଲଣ୍ଡ ରେ କରୋନା ସ୍ଥିତି ଅତି ଭୟଙ୍କର ହେବ ରୁ ସେ ଉକ୍ତ କାର୍ଯ୍ୟକ୍ରମ କୁ ବାତିଲ କରିଥିଲେ |