ଦେଶ ରେ ଆରମ୍ଭ ହେଲା ଟୀକା ଉତ୍ସବ

138

କଟକ (ଉତ୍କଳ ନ୍ୟୁଜ ) ୧୨-୦୪-୨୦୨୧ : ଦେଶ ରେ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦି ଙ୍କ ଆହ୍ୱାନ କ୍ରମେ ଆରମ୍ଭ ହୋଇଯାଇଛି ଟୀକା ଉତ୍ସବ | ଲୋକଙ୍କୁ କୋଭିଡ ଟୀକା ନେଇ ଚେତନତା କରିବା, ଟୀକାକରଣ ବଢାଇବା ସହ ଟୀକା ନଷ୍ଟ ନକରିବାକୁ ନେଇ ୧୧ ତାରିଖ ରୁ ୧୪ ତାରିଖ ପର୍ଯ୍ୟନ୍ତ ଏହି ଉତ୍ସବ ପାଳନ କରାଯାଉଛି | ଅନ୍ୟପଟେ ଓଡିଶା କୁ ଟୀକା ଯୋଗାଣ କମ ରହିଥିବାରୁ ଏହାକୁ ନେଇ ପ୍ରଶ୍ନ ଉଠାଇଛି ବିଜେଡି | ଯାହାକୁ ନେଇ ଆରମ୍ଭ ହୋଇଯାଇଛି ରାଜନୀତି | ଟୀକା ଉତ୍ସବ କୁ ନେଇ ପ୍ରଶ୍ନ ଉଠାଇଛି ବିଜେଡି | ପାତରଅନ୍ତର ହେଉଥିବା ଅଭିଯୋଗ ଆଣିଲେ ବିଜେଡି ମନ୍ତ୍ରୀ |