ଆଜି ଭାରତ କୁ ମିଳିବ ଆଉ ୩ ଟି ରାଫେଲ ଯୁଦ୍ଧ ବିମାନ

144

କଟକ (ଉତ୍କଳ ନ୍ୟୁଜ) ୩୧-୦୩-୨୦୨୧ ; ଆଜି ଭାରତ କୁ ଫ୍ରାନ୍ସ ଦ୍ୱାରା ନିର୍ମିତ ୩ ଟି ରାଫେଲ ଯୁଦ୍ଧ ବିମାନ ମିଳିବ | ଏହି ବିମାନ ଗୁଡିକ ସକାଳ ୭ଟା ରୁ ଫ୍ରାନ୍ସ ରୁ ଉଡ଼ାଣ ଭରିବେ ଏବଂ ସନ୍ଧ୍ୟା ୭ ଟା ରେ ଗୁଜୁରାଟ ରେ ପହଂଚିବେ | ଏହି ୩ ଟି ବିମାନ କୁ ଅମ୍ବଲା ସ୍ଥିତି ବାୟୁସେନା ଷ୍ଟେସନ ରେ ମୂତୟନ କରାଯିବ ଏବଂ ଏଗୁଡ଼ିକୁ ଗୋଲଡେନ ଆରଜେ ସ୍କ୍ୱାଡ଼ରେନ ରେ ସାମିଲ କରାଯିବ ର ଯୋଜନା ରହିଛି | ଏହି ୩ ଟି ବିମାନ କୁ ମିଶାଇ ମୋଟ ୧୪ ଟି ରାଫେଲ ଏବେ ଭାରତ ପାଖରେ ଅଛି |