ବାଙ୍ଗଲାଦେଶରେ ଥିବା ରୋହୀଙ୍ଗା କ୍ୟାମ୍ପ ରେ ନିଆଁ , ୧୫ ମୃତ

148

କଟକ (ଉତ୍କଳ ନ୍ୟୁଜ) ୨୫-୦୩-୨୦୨୧ : ବାଙ୍ଗଲାଦେଶରେ ଥିବା କକ୍ସ ବଜାର ସ୍ଥିତ ରୋହିଙ୍ଗ ଶିବିରରେ ଭୀଷଣ ଅଗ୍ନିକାଣ୍ଡ ଘଟିଛି | ଏଥିରେ ୧୫ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୫୦୦ ରୁ ଉର୍ଧ ଜଣ ବ୍ୟକ୍ତି ଆହତ ହୋଇଛନ୍ତି | ସମୁଦାୟ ୧୦,୦୦୦ ଅସ୍ଥାୟୀ ଘର ଗୁଡିକ ଜଳିଯାଇଥିବାବେଳେ ୪୦୦ ଲୋକ ଲାପତ୍ତା ଅଛନ୍ତି |