ଜାମୁ କାଶ୍ମୀର ରେ ସେନା ଗୁଳିରେ ୪ ଲସ୍କର ଆତଙ୍କୀ ନିହତ

124

କଟକ (ଉତ୍କଳ ନ୍ୟୁଜ) ୨୩-୦୩-୨୦୨୧ : ଜାମୁ କାଶ୍ମୀର ର ସୋପିଅନ ଜିଲ୍ଲା ରେ ଭାରତୀୟ ସେନା ଗୁଳି ରେ ୪ ଆତଙ୍କବାଦୀ ସଂଗଠନ ଲସ୍କର -ଇ - ତୋଇବାର ୪ ଜଣ ସଦସ୍ୟ ନିହତ ହୋଇଛନ୍ତି | ଜିଲ୍ଲା ର ମାନିହାଲ ଅଂଚଳ ରେ ଏହି ଘଟଣା ଘଟିଛି | ସେଠାରେ କେତେକ ଆତଙ୍କବାଦୀ ଲୁଚି ରହିଥିବା ଗୁପ୍ତ ସୂଚନା ମିଳିବ ପରେ ସେନା ତରଫରୁ ଅପରେସନ ଆରମ୍ଭ ହୋଇଥିଲା |