ଆଷ୍ଟ୍ରାଜେନେକ ଟୀକା ଉପରେ ଲାଗିଥିବା ପ୍ରତିବନ୍ଧକ କୁ ହଟାଇଲା ୟୁରୋପିୟ ଦେଶ |

160

କଟକ (ଉତ୍କଳ ନ୍ୟୁଜ) ୨୦-୦୩-୨୦୨୧ : ଆଷ୍ଟ୍ରାଜେନେକ ଟୀକା ଉପରେ ଲାଗିଥିବା ହଟାଇଲା ୟୁରୋପିୟ ଦେଶ | ରକ୍ତ ଜମାଟ ବାନ୍ଧୁଥିବା ଆଶଙ୍କା ରେ ଆଷ୍ଟ୍ରାଜେନେକ ଟୀକା ଉପରେ ପ୍ରତିବନ୍ଧକ ଲଗାଇଥିଲା ୟୁରୋପିୟ ଦେଶ | ଖୁବ ଶୀଘ୍ର ଆଷ୍ଟ୍ରାଜେନେକ ଟୀକା ର ଦ୍ୱାରା ୟୁରୋପିୟ ଦେଶ ଗୁଡିକ ଟୀକାକରଣ କାର୍ଯ୍ୟକ୍ରମ ଆରମ୍ଭ କରାଯିବ | ୟୁରୋପିଆନ ମେଡିକାଲ ରେଗୁଲେଟର ଟୀକାର ଡୋଜ ସମ୍ପୂର୍ଣ୍ଣ ସୁରକ୍ଷିତ ଓ ଏହାଦ୍ୱାରା କୌଣସି ପ୍ରକାର ରେ ବି ଲୋକଙ୍କ ଶରୀରରେ ରକ୍ତ ଜମାଟ ବାନ୍ଧୁ ନାହିଁ ବୋଲି ଯାଞ୍ଚ କରି ଜାଣିବାକୁ ପାଇଛି |