ଭାରତୀୟ ସେନା ଗୁଳିରେ ଦୁଇ ଆତଙ୍କୀବାଦୀ ନିହତ

123

କଟକ (ଉତ୍କଳ ନ୍ୟୁଜ) ୧୨-୦୩-୨୦୨୧ : ଜାମ୍ମୁ -କାଶ୍ମୀର ର ଅନନ୍ତନାଗ ରେ ସୁରକ୍ଷାକର୍ମୀ ଓ ଆତଙ୍କବାଦୀ ମଧ୍ୟରେ ଗୁଳି ବିନିମୟ ହୋଇଛି | ଏହି ଗୁଳିବିନିମୟ ରେ ୨ ଜଣ ଆତଙ୍କବାଦୀ ନିହିତ ହୋଇଥିବା ସୂଚନା ମିଳିଛି | ଏ ପର୍ଯ୍ୟନ୍ତ ସ୍ଥାନୀୟ ଅଂଚଳ ରେ ସେନା ପକ୍ଷରୁ ସର୍ଚ୍ଚ ଅପରେସନ ଚାଲିଛି |