ସମୁଦ୍ର ମଝିରେ ବୁଡ଼ିଲା ଡ଼ଙ୍ଗା, ୩୯ ପ୍ରବାସୀ ଙ୍କ ମୃତ୍ୟୁ

152

କଟକ (ଉତ୍କଳ ନ୍ୟୁଜ) ୧୧-୦୩-୨୦୨୧ : ସମୁଦ୍ର ପାଣି ପାଲଟିଲା କାଳ | ଜୀବନ ବଂଚିବା ପାଇଁ ନୂତନ ସ୍ଥାନ ସନ୍ଧାନ ରେ ଆସୁଥିବା ବେଳେ ଘଟିଲା ଅଘଟଣ | ୯୩ ଜଣ ପ୍ରବାସୀ ଙ୍କୁ ନେଇ ଯାଉଥିବା ଡ଼ଙ୍ଗା ମଝି ସମୁଦ୍ର ରେ ଓଲିଟିଲ | ଯେଉଁଥିରେ ୩୯ ଜଣଙ୍କ ର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ସମସ୍ତ ଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି | ଏବେ ବି ସମୁଦ୍ର ରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି | ସୂଚନା ଥାଉକି, ମଙ୍ଗଳବାର ଦିନ ଆଫ୍ରିକା ଦେଶ ଟ୍ୟୁନିସିଆ ର ସମୁଦ୍ର ରେ ଏହି ଅଘଟଣ ଘଟିଛି |